୨୬ ନଭେମ୍ବର, ଗୁରୁବାର: ମାନସିକ ଆଘାତ ଲାଗିପାରେ

ମେଷ: ଋଣ ଓ ରୋଗରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପଡ଼ୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ। ବୃଷ: ଅର୍ଥ ସମ୍ପର୍କିତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ। ପାରିବାରିକ ସମ୍ପର୍କ ଦୃଢ଼ ହେବ। କଳ୍ପନା ବିଳାସୀ ହେବେ। ମିଥୁନ: ସମାଜରୁ ଆଦର ସମ୍ମାନର ଅଭାବ ରହିବ ନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ […]

Daily Horoscope

Daily Horoscope

Jitendra Garnayak
  • Published: Thursday, 26 November 2020
  • Updated: 26 November 2020, 08:01 AM IST

Sports

Latest News

ମେଷ: ଋଣ ଓ ରୋଗରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପଡ଼ୋଶୀମାନେ ଦୂରେଇ ଯିବା ସହ ଭାତ୍ରୁ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ।

ବୃଷ: ଅର୍ଥ ସମ୍ପର୍କିତ କାର୍ଯ୍ୟରେ ଉଚ୍ଚ ସଫଳତା ମନକୁ ପ୍ରସନ୍ନ ରଖିବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ। ପାରିବାରିକ ସମ୍ପର୍କ ଦୃଢ଼ ହେବ। କଳ୍ପନା ବିଳାସୀ ହେବେ।

ମିଥୁନ: ସମାଜରୁ ଆଦର ସମ୍ମାନର ଅଭାବ ରହିବ ନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ କରିବେ। ବନ୍ଧୁଙ୍କ ଗହଣରେ ରହି ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ।

କର୍କଟ: ପଡ଼ୋଶୀଙ୍କୁ ସାହାଯ୍ୟ ସହାନୁଭୂତି ଦେଖାଦେଇବାକୁ ପଡ଼ିବ। ତ୍ୟାଗ ଓ ନିସ୍ବାର୍ଥପର ଭାବରେ ସବୁ କିଛି କଲେ ମଧ୍ୟ ପ୍ରତି ବଦଳରେ କିଛି ପାଇବେ ନାହିଁ।

ସିଂହ: ଶାରୀରିକ ସୁସ୍ଥତା ଧୀରେ ଧୀରେ ଫେରି ଆସିବ। ଘରକୁ ଅର୍ଥ ଆଗମନର ସୂଚନା ପାଇ ଖୁସି ହେବେ। ପରିବାରର ସହଯୋଗ ସହ ପ୍ରତି କଥାରେ ବୁଝାମଣା ରହିବ।

କନ୍ୟା: ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ। ବାଣିଜ୍ୟ ବ୍ୟବସାୟରେ ଉଚ୍ଚ ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ।

ତୁଳା: ପ୍ରତି କାର୍ଯ୍ୟରେ ବୁଦ୍ଧି ଓ ବଳ ଖଟାଇ ସଫଳତାର ନିକଟତର ହେବେ। ଯୁବ ସୁଲଭ ଗୁଣ ଗୁଡ଼ିକର ବିକାଶ ଘଟି ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରୋପକାର ସହ ଶତ୍ରୁ ଦମନ କରିବାରେ ସଫଳ ହେବେ।

ବିଛା: ଅତ୍ୟଧିକ ଭାବପ୍ରବଣତା ହେତୁ ସୁଯୋଗକୁ ହାତଛଡ଼ା କରିପାରନ୍ତି। ବିଭିନ୍ନ ଦିଗକୁ ମନ ବଳାଇ ଗଭୀରତାକୁ ପ୍ରବେଶ କରିବାକୁ ଚେଷ୍ଟା କରିବେ। ଅର୍ଥ ଲାଭ ସହ ମାନସିକ ଆଘାତ ଲାଗିବାର ସମ୍ଭାବନା ରହିଛି।

ଧନୁ: ପ୍ରତିଯୋଗିତାରେ ସଫଳତାର ନିକଟତର ହେବେ। ଅଧ୍ୟୟନ ଓ ଅଧ୍ୟାପନା ପ୍ରତି ମନ ବଳିବ। ବନ୍ଧୁ ପରିଜନଙ୍କ ସହ ସମୟ ବିତାଇବକୁ ଚେଷ୍ଟା କରିବେ।

ମକର: ଆପଣଙ୍କର ଉପସ୍ଥିତି ପ୍ରତି କ୍ଷେତ୍ରକୁ ସରସ ସୁନ୍ଦର କରିବ। ଧର୍ମକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପ୍ରତି ଦୟା ଓ କ୍ଷମା ପ୍ରଦର୍ଶନ କରିବେ। ପରୋପକାର କରିବା ସହ ଶତ୍ରୁତାର ଅବସାନ ଘଟିବ।

କୁମ୍ଭ: ବିଳାସ ବ୍ୟସନ ପ୍ରତି ଅନୁରକ୍ତ ହେବେ ଓ ସମୟ ମଧ୍ୟ ଦେବେ। ଅଯଥା ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇ ପାରନ୍ତି। ଖାଦ୍ୟପେୟ ଓ ମନୋରଞ୍ଜନରୁ ଆନନ୍ଦ ପ୍ରାପ୍ତି ହେବ।

ମୀନ: ବିଳାସ ବ୍ୟସନ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରିବେ ଏବଂ ସାହାଯ୍ୟ ମଧ୍ୟ କରିବେ। ଅଭାବ ଅସୁବିଧା ଦୂରେଇଯିବା ସହ ସମସ୍ତଙ୍କ ପ୍ରିୟ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story