୩୦ ମେ’, ରବିବାର: ଉଚ୍ଚ ଆଶା ସଫଳ ହେବ

ମେଷ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। ସୁ-ସମ୍ବାଦ ପାଇ ଖୁସି ହେବେ। ବୃଷ: ପୂଜାପାଠରେ ସମୟ ବିତାଇବେ। ଉଚ୍ଚ ଆଶା ସଫଳ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ମିଥୁନ: ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପ୍ରୟାସ କରିବେ। ଶତ୍ରୁମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବା ଯୋଗୁ ପୂର୍ବ କଳହର ସମାଧାନ ହେବ। କର୍କଟ: ସମାଜସେବା ପ୍ରତି ମନ ବଳାଇବେ। ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବେ। ଯାତ୍ରା […]

pradeep

pradeep

Jitendra Garnayak
  • Published: Sunday, 30 May 2021
  • Updated: 30 May 2021, 11:30 AM IST

Sports

Latest News

ମେଷ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। ସୁ-ସମ୍ବାଦ ପାଇ ଖୁସି ହେବେ।

ବୃଷ: ପୂଜାପାଠରେ ସମୟ ବିତାଇବେ। ଉଚ୍ଚ ଆଶା ସଫଳ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପ୍ରୟାସ କରିବେ। ଶତ୍ରୁମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ। ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବା ଯୋଗୁ ପୂର୍ବ କଳହର ସମାଧାନ ହେବ।

କର୍କଟ: ସମାଜସେବା ପ୍ରତି ମନ ବଳାଇବେ। ଭାଇଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବେ। ଯାତ୍ରା କରନ୍ତୁ ନାହିଁ।

ସିଂହ: ମାନସିକ ଅସ୍ଥିରତା ଦେଖାଦେବ। ଆୟର ନୂଆ ପନ୍ଥା ଖୋଜିବେ। ପୂର୍ବରୁ କରିଥିବା କୌଣସି ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ।

କନ୍ୟା: ଦୃଢ଼ସଂକଳ୍ପ ଯୋଗୁ ସବୁ ସମସ୍ୟାର ସମାଧାନ ହୋଇଯିବ। ଅଟକିଥିବା ଧନ ମିଳିଯିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ତୁଳା: ଶତ୍ରୁମାନେ ଆପଣଙ୍କ ଠାରୁ ଦୂରେଇ ରହିବେ। ପୂରାତନ ରୋଗର ଉପଶମ ହେବ। ପରିବାରରେ ଶାନ୍ତି ବଜାୟ ରହିବ।

ବିଛା: ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁଯାୟୀ ସଂପନ୍ନ ହେବ। ଶରୀର ସୁସ୍ଥ ରହିବ। ଘର କାର୍ଯ୍ୟରେ ଦିନଟି ବିତିବ।

ଧନୁ: ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁଭ ଖବର ପାଇବେ।

ମକର: ଶତ୍ରୁମାନେ ପରାଜିତ ହେବେ। ନିଜର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ସବୁ କାର୍ଯ୍ୟରେ ସଫଳତା ପାଇବେ।

କୁମ୍ଭ: ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବଜାୟ ରହିବ।

ମୀନ: ଶୁଭ ଫଳ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story