୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ

ମେଷ: ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ସନ୍ତାନଙ୍କୁ ନେଇ ଥିବା ଚିନ୍ତା ଦୂର ହୋଇଯିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବେପାରୀଙ୍କ ସହ ସଂପର୍କ ଯୋଗୁ ଲାଭବାନ ହେବେ। ନୂତନ ଜମି, ଜାଗା ଅବା ଗୃହ ଆଦି ଲାଭ ହୋଇପାରେ। ମିଥୁନ: ସମାଜସେବାରେ ରୁଚି ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ମିଳିପାରେ। ରାସ୍ତାଘାଟରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ହେବ। କର୍କଟ: ପାରିବାରିକ […]

Daily Horoscope

Daily Horoscope

Jitendra Garnayak
  • Published: Wednesday, 05 August 2020
  • Updated: 05 August 2020, 08:22 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ସନ୍ତାନଙ୍କୁ ନେଇ ଥିବା ଚିନ୍ତା ଦୂର ହୋଇଯିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନୂଆ ବେପାରୀଙ୍କ ସହ ସଂପର୍କ ଯୋଗୁ ଲାଭବାନ ହେବେ। ନୂତନ ଜମି, ଜାଗା ଅବା ଗୃହ ଆଦି ଲାଭ ହୋଇପାରେ।

ମିଥୁନ: ସମାଜସେବାରେ ରୁଚି ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ମିଳିପାରେ। ରାସ୍ତାଘାଟରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ହେବ।

କର୍କଟ: ପାରିବାରିକ ଜୀବନରେ ସାମାନ୍ୟ ସୁଧାର ଆସିବ। ଅର୍ଥ ଉପାର୍ଜନରେ ମନ ଦେବେ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।

ସିଂହ: ଅନ୍ୟର ଉପକାର କରି ପ୍ରଂଶସିତ ହେବେ। ପୁରାତନ ରୋଗର ଉପଶମ ହେବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଶୁଭ ସମାଚାର ଶୁଣି ସନ୍ତାନଙ୍କୁ ନେଇ ଥିବା ଚିନ୍ତା ଦୂର ହେବ। ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ।

ତୁଳା: ପ୍ରିୟଜନମାନେ ଆପଣଙ୍କ ନିକଟତର ହେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। ଅଧ୍ୟୟନ ପାଇଁ ଶୁଭ ସମାଚାର ପାଇ ଚିନ୍ତା ଦୂର ହେବ।

ବିଛା: ବନ୍ଧୁଙ୍କ ସହ ହସଖୁସିର ସମୟ ବିତିବ। ଶରୀର ସୁସ୍ଥ ରହିବ। ଆଜି କୌଣସି ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ଦେଖିବେ ସୁଫଳ ପ୍ରାପ୍ତି ହେବ।

ଧନୁ: ସହନଶୀଳତା ଯୋଗୁଁ ସମାଜରେ ଯଶ ବଢ଼ିବ। ଶାରୀରିକ ଅସୁସ୍ଥତା ଦୂର ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କୌଣସି ଭୋକିଲା ଲୋକକୁ ଦେଖିଲେ ନିରାଶ କରନ୍ତୁ ନାହିଁ।

ମକର: ମାନସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଶୁଭ ସମାଚାର ଶୁଣି ମନ ଶାନ୍ତ ରହିବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନରେ ବୃଦ୍ଧି ହେବ। ଆଜି ଆମିଷ ଖାଆନ୍ତୁ ନାହିଁ।

ମୀନ: ସମ୍ବାଦିକମାନେ ନିଜ କାର୍ଯ୍ୟରେ ପ୍ରଶଂସା ଲାଭ କରିବେ। ପରିବାରରେ ସୁଖଶାନ୍ତି ରହିବ। କିଛି ଗୃହ ଉପକରଣ କ୍ରୟ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story