୫ ଜାନୁଆରୀ, ମଙ୍ଗଳବାର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ

ମେଷ: ବୁଦ୍ଧି ଖଟାଇ କାର୍ଯ୍ୟରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ। ପ୍ରତିକାର- ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରନ୍ତୁ। ବୃଷ: ଅଯଥା ଯୁକ୍ତିତର୍କରୁ ଅପ୍ରୀତିକର ସ୍ଥିତି ଦେଖାଦେଇପାରେ। କୌଣସି ଖାଦ୍ୟପାନୀୟରେ ବ୍ୟତିକ୍ରମ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାର- କିଛି ଅରୁଆ ଭାତରେ ଗୋଟିଏ ପାଚିଲା କଦଳୀ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ। ମିଥୁନ: […]

Daily Horoscope

Daily Horoscope

Jitendra Garnayak
  • Published: Tuesday, 05 January 2021
  • Updated: 05 January 2021, 08:06 AM IST

Sports

Latest News

ମେଷ: ବୁଦ୍ଧି ଖଟାଇ କାର୍ଯ୍ୟରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ। ପ୍ରତିକାର- ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରନ୍ତୁ।

ବୃଷ: ଅଯଥା ଯୁକ୍ତିତର୍କରୁ ଅପ୍ରୀତିକର ସ୍ଥିତି ଦେଖାଦେଇପାରେ। କୌଣସି ଖାଦ୍ୟପାନୀୟରେ ବ୍ୟତିକ୍ରମ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତିକାର- କିଛି ଅରୁଆ ଭାତରେ ଗୋଟିଏ ପାଚିଲା କଦଳୀ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଜମିବାଡ଼ି ସୂତ୍ରରୁ ଭଲ ଆୟ ହେବ। ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ମହିଳାମାନଙ୍କ କାର୍ଯ୍ୟ  ପ୍ରଶଂସନୀୟ ହେବ। ପ୍ରତିକାର- ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ।

କର୍କଟ: ଶୁଭ ଖବର ପାଇ ଆନନ୍ଦିତ ହେବେ। ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟୀମାନେ ଲାଭ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ପ୍ରତିକାର- ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ।

ସିଂହ: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ। ପ୍ରଗତି ପଥରେ ବିରୋଧୀମାନେ ବାଧା ଦେଇପାରନ୍ତି। ପ୍ରତିକାର- କିଛି ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ବହୁ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ୍ଲ ରହିବ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ତୁଳା: କର୍ମକ୍ଷେତ୍ରରେ ଉଚ୍ଚ ପଦ ପଦବୀ ପାଇବାର ସମ୍ଭାବନା ରହିଛି। ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜ ସ୍ଥିତିକୁ ସୁଦୃଢ଼ କରିବେ। ଗାଡ଼ିରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ। ପ୍ରତିକାର- ଶ୍ରୀ ଗଣେଶଙ୍କ ପାଖରେ ସାତଟି ଧଳା କନିଅର ଫୁଲ ଚଢ଼ାନ୍ତୁ।

ବିଛା: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ନୂତନ ବନ୍ଧୁ ମିଳିବେ। କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ଧନୁ: ନୂତନ ଯାନବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି। ସମାଜରେ ମାନସମ୍ମାନ ବଢ଼ିବ।। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରତିକାର- ହଳଦି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମକର: କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ତେଣୁ ଭାବିଚିନ୍ତି କାମ କରନ୍ତୁ। ପରିବାରରେ ମତାନ୍ତର ଦେଖାଦେବ। ଜମିବାଡ଼ି ସମସ୍ୟା କୋର୍ଟ ପର୍ଯ୍ୟନ୍ତ ଯାଇପାରେ। ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ କଞ୍ଚାକ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ।

କୁମ୍ଭ: ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି ଚଳନ୍ତୁ। ବ୍ୟବସାୟରେ ଆୟବ୍ୟୟ ପ୍ରାୟ ସମାନ ରହିବ। ପ୍ରତିକାର- କାଉକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ: କୌଣସି ନୂତନ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ପ୍ରତିକାର- ୩ଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story