୬ ଜୁନ, ରବିବାର: ଦେଖିଚାହିଁ ସବୁ କାର୍ଯ୍ୟ କରନ୍ତୁ

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଜୀବନ ଭଲ ରହିବ। ବୃଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ମିଥୁନ: ବିଦେଶରୁ ଶୁଭ ସମାଚାର ମିଳିବ। ଦେଖିଚାହିଁ ସବୁ କାର୍ଯ୍ୟ କରନ୍ତୁ। ଘରେ ରହିବାକୁ ପ୍ରୟାସ କରନ୍ତୁ। କର୍କଟ: ଘରେ ଶାନ୍ତିର ବାତାବରଣ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। […]

krushna-chandra-sahoo

krushna-chandra-sahoo

Jitendra Garnayak
  • Published: Sunday, 06 June 2021
  • Updated: 06 June 2021, 07:36 AM IST

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଜୀବନ ଭଲ ରହିବ।

ବୃଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ।

ମିଥୁନ: ବିଦେଶରୁ ଶୁଭ ସମାଚାର ମିଳିବ। ଦେଖିଚାହିଁ ସବୁ କାର୍ଯ୍ୟ କରନ୍ତୁ। ଘରେ ରହିବାକୁ ପ୍ରୟାସ କରନ୍ତୁ।

କର୍କଟ: ଘରେ ଶାନ୍ତିର ବାତାବରଣ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ।

କନ୍ୟା: ଦୁଃଶ୍ଚିନ୍ତା ଦୂର ହୋଇଯିବ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ। ପାରିବାରିକ ଜୀବନ ଭଲ ରହିବ।

ତୁଳା: ସନ୍ତାନସନ୍ତତିମାନେ ଆଜ୍ଞାଧୀନ ହେବେ। ଅପରାହ୍ନରେ ଶୁଭ ଖବର ପାଇବେ। ଜମିଜମା ବିବାଦର ସମାଧାନ ହୋଇଯିବ।

ବିଛା: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଯୋଜନା କରିବେ।

ଧନୁ: ଯୋଜନା ଅନୁସାରେ କାର୍ଯ୍ୟ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ।

ମକର: କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ। ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝାମଣା ଦେଖା ଦେଇପାରେ।

କୁମ୍ଭ: ଆଶା ଆକାଂକ୍ଷା ପୂରଣ ହେବ। ମାନସମ୍ମାନ ବଢ଼ିବ। ପରିବାରରେ ପୂର୍ବରୁ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ।

ମୀନ: ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପଖୁଆଇ ନେବେ। ସୁସ୍ୱାଦୁ ଖାଦ୍ୟ ଖାଇବେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story