୮ ଜାନୁଆରୀ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ

ମେଷ: ପାରିବାରିକ ଜୀବନ ସରସ ସୁନ୍ଦର ହେବ। କୌଣସି ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବେ। ପ୍ରତିକାର– କିଛି ଲାଲ୍ ସିନ୍ଦୁର ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ ଏବଂ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରତିକାର– ୭ଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଚଢ଼ାନ୍ତୁ। ମିଥୁନ: […]

Daily Horoscope

Daily Horoscope

Jitendra Garnayak
  • Published: Friday, 08 January 2021
  • Updated: 08 January 2021, 08:25 AM IST

Sports

Latest News

ମେଷ: ପାରିବାରିକ ଜୀବନ ସରସ ସୁନ୍ଦର ହେବ। କୌଣସି ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବେ।

ପ୍ରତିକାର- କିଛି ଲାଲ୍ ସିନ୍ଦୁର ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।

ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ ଏବଂ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

ପ୍ରତିକାର- ୭ଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଚଢ଼ାନ୍ତୁ।

ମିଥୁନ: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ମାନସମ୍ମାନ ପ୍ରାପ୍ତ ହେବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ଘଟିବ। ଉଚ୍ଚସ୍ଥାନ ଲାଭର ଯୋଗ ରହିଛି।ନିଜ ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ।

ପ୍ରତିକାର- ଶ୍ରୀ ଗଣେଶଙ୍କ ପାଖରେ ୭ଟି ପାନପତ୍ର ଚଢ଼ାନ୍ତୁ।

କର୍କଟ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ। ଜମିଜମା ଜନିତ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ। ତେଣୁ ଜଗି ରଖି ଚଳନ୍ତୁ।

ପ୍ରତିକାର- କିଛି ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ପ୍ରତିକାର- ସାତଟି ତ୍ରିଶାଖା ବେଲପତ୍ର ହନୁମାନଙ୍କୁ ଚଢ଼ାନ୍ତୁ।

କନ୍ୟା: କୌଣସି ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ବ୍ୟବସାୟ ଓ ବୃତ୍ତିଗତ କାରବାରରେ ଲାଭବାନ ହେବେ। ଯାନବାହାନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ପ୍ରତିକାର- ଶ୍ରୀଗଣେଷଙ୍କ ନିକଟରେ ସାତଟି ଦୁବ ଚଢ଼ାନ୍ତୁ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ ଆନନ୍ଦ ରହିବ। ନିଜ ଜୀବନ ସାଥୀର ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ଛାତ୍ରଛାତ୍ରୀମାନେ ପ୍ରଗତି ପଥରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ପ୍ରତିକାର- କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଫଳ ଦାନ କରନ୍ତୁ।

ବିଛା: ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଉତ୍ତେଜନା ଦେଖାଦେବ। ବିରୋଧର ସମ୍ମୁଖୀନ ହେବେ। ପ୍ରତ୍ୟେକଟି କ୍ଷେତ୍ରରେ ଅସମ୍ମାନିତ ତଥା ସମାଲୋଚିତ ହୋଇପାରନ୍ତି

ପ୍ରତିକାର- ହନୁମାନଙ୍କ ପାଖରେ ୨୧ଟି ପେଡ଼ା ଭୋଗ କରି ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ଧନୁ: ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସମସ୍ତ କାର୍ଯ୍ୟ ସାଧନ କରିବେ। କୌଣସି ନୂତନ ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ।
ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ।

ପ୍ରତିକାର- କଉଡିଟିଏ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ମକର: ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ମାନସିକ ଶାନ୍ତି ପାଇବେ। ଜନ କଲ୍ୟାଣମୂଳକ କାମ କରି ସମାଜରେ ପ୍ରଶଂସିତ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ଅଧିକ ପାଇବେ।

ପ୍ରତିକାର- ମୟୂର ଚନ୍ଦ୍ରିକାଟିଏ ନିଜ ପାଖରେ ରଖନ୍ତୁ।

କୁମ୍ଭ: ନିଜ ମନ ମୁତାବକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବେ। କିନ୍ତୁ ମହିଳାମାନେ ଜଗି ରଖି ଚଳିବା ଉଚିତ୍। ନଚେତ୍ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ପ୍ରତିକାର- ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ ଓ ରାଶି ତେଲର ଦୀପଟିଏ ପ୍ରଦାନ କରନ୍ତୁ।

ମୀନ: ପ୍ରତ୍ୟେକଟି କାର୍ଯ୍ୟରେ ସ୍ଥିରତା ଅବଲମ୍ବନ କରନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେବ। ନିଜ ଲୋକମାନେ ପରୋକ୍ଷରେ ମନରେ ଆଘାତ ଦେବେ।

ପ୍ରତିକାର- କିଛି ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story