୮ ଜୁନ୍, ମଙ୍ଗଳବାର: ବହୁ ଦିନର ଆଶା ପୂରଣ ହେବ

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଯେକୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ମିଳିବ। ବୃଷ: ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ଓ ଆୟ ବୃଦ୍ଧି ପାଇବ। ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବେ। ମାନସମ୍ମାନ ବଢ଼ିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। କର୍କଟ: ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ମିତ୍ର ଭଳି ଆଚରଣ […]

Orissa High Court

Orissa High Court

Jitendra Garnayak
  • Published: Tuesday, 08 June 2021
  • Updated: 08 June 2021, 07:47 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଯେକୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ମିଳିବ।

ବୃଷ: ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ ଓ ଆୟ ବୃଦ୍ଧି ପାଇବ।

ମିଥୁନ: ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବେ। ମାନସମ୍ମାନ ବଢ଼ିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ।

କର୍କଟ: ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ମିତ୍ର ଭଳି ଆଚରଣ କରିବେ।

ସିଂହ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଯାତ୍ରା କରନ୍ତୁ ନାହିଁ। ସମସ୍ତଙ୍କ ସହିତ ସୁସଂପର୍କ ରକ୍ଷା କରିବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ଘର କିଣିବାକୁ ସୁଯୋଗ ଆସିପାରେ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳିବ।

ତୁଳା: ବିଦେଶରୁ ଶୁଭ ଖବର ମିଳିପାରେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ।

ବିଛା: ସୁସ୍ଥ ରହିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ।

ଧନୁ: ଦିନଟି ଭଲରେ କଟିବ। ମାନସମ୍ମାନବୃଦ୍ଧି ହେବ। ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଲାଗି ରହିଥିବା ବିବାଦର ସମାଧାନ ହେବ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ମହିଳାମାନେ ସବୁଠି ଆଦର ଓ ସମ୍ମାନ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।

କୁମ୍ଭ: ବ୍ୟବସାୟରେ ନୂତନ ଯୋଜନା ପ୍ରୟୋଗ କରି ଭଲ ଲାଭ କରିବେ। ସୁସମ୍ବାଦ ମିଳିପାରେ। କାହା ସହିତ ଝଗଡ଼ା ହୋଇପାରେ।

ମୀନ: ଅଳସୁଆ ଲାଗିବ। କିଛି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପରିବାରରେ କାହାସହ ଯୁକ୍ତିତର୍କ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story