୯ ଜାନୁଆରୀ, ଶନିବାର: ନିଜ ଲୋକମାନେ ଅସୁବିଧାରେ ପକାଇବେ

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟଜନିତ କିଛି ସମସ୍ୟା ବି ଦେଖା ଦେଇପାରେ। ଅଫିସ୍‌ରେ ଅବା କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ। ବୃଷ: ଦାମ୍ପତ୍ୟ ଜୀବନ ଭଲ ରହିବ। ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଉନ୍ନତି ଲାଭ କରିବେ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର– ମହାଦେବଙ୍କ […]

Daily Horoscope

Daily Horoscope

Jitendra Garnayak
  • Published: Saturday, 09 January 2021
  • Updated: 09 January 2021, 08:26 AM IST

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟଜନିତ କିଛି ସମସ୍ୟା ବି ଦେଖା ଦେଇପାରେ। ଅଫିସ୍‌ରେ ଅବା କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନ ଭଲ ରହିବ। ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଉନ୍ନତି ଲାଭ କରିବେ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ମହାଦେବଙ୍କ ପାଖରେ ୫ଟି ତ୍ରିଶାଖା ବେଲପତ୍ର ଓ କିଛି କଞ୍ଚାକ୍ଷୀର ଅର୍ପଣ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶତ୍ରୁମାନେ ପରାଜିତ ହେବେ ଓ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ। ପ୍ରତିକାର- ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ।

କର୍କଟ: ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ସାମାନ୍ୟ କଥାକୁ ନେଇ ସହକର୍ମୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ତେଣୁ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। ପ୍ରତିକାର- ୩ ମୁଠା ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳାଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଆଧ୍ୟାତ୍ମକ ଦିଗରେ ମନ ନିବେଶ କରିବେ ଓ ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପ୍ରତିକାର- ସାତ ଆଞ୍ଜୁଳା ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କୋର୍ଟ କଚେରୀରେ ଥିବା ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଯୋଜନା କରିବେ। ପ୍ରତିକାର- ସାତଟି ପାନପତ୍ର ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।

ତୁଳା: ବିଭିନ୍ନ ପ୍ରକାର ସମସ୍ୟା ଓ ବିବାଦ ଭିତରେ ଛନ୍ଦି ହୋଇପଡ଼ିବେ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି। ତେଣୁ ସାବଧାନରେ ଚଳନ୍ତୁ। ପୂର୍ବ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ବିଛା: ଅର୍ଥ, ମାନସମ୍ମାନ ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଅନୁଗ୍ରହ ଲାଭ କରିବେ। ମହିଳାମାନେ ସମସ୍ତ କ୍ଷେତ୍ରରେ ପ୍ରଶଂସନୀୟ ହେବ। ପ୍ରତିକାର- ଲାଲ୍ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ଧନୁ: ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ। ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ଲାଭ କରିବେ। ପ୍ରତିକାର- ମା’ ପାର୍ବତୀଙ୍କ ପାଖରେ ସାତଟି ଲାଲ୍ ମନ୍ଦାର ଫୁଲ ଚଢ଼ାନ୍ତୁ।

ମକର: ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହଯୋଗ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।
ସାମାଦିତା କ୍ଷେତ୍ରରେ ଥିବା ଲୋକେ ଗୌରବ ଲାଭ କରିବେ ଓ ସମାଜରେ ମାନସମ୍ମାନ ବଢ଼ିବ। ପ୍ରତିକାର- ଅଶ୍ୱତ୍ଥ ପତ୍ରଟିଏ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କୁମ୍ଭ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ପରିବାରରେ ସ୍ନେହ,ଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଜଞ୍ଜା ସୃଷ୍ଟି ହୋଇପାରେ। ମାନସିକ ଅସ୍ଥିରତା ଦେଖା ଦେଇପାରେ, ତେଣୁ ଜଗିରଖି ଚଳନ୍ତୁ। ନିଜ ଲୋକମାନେ ଅସୁବିଧାରେ ପକାଇବେ। ପ୍ରତିକାର- ବିଷ୍ଣୁଙ୍କ ଗାୟତ୍ରୀମନ୍ତ୍ରକୁ ୨୭ଥର ଜପ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story