ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖୁଛନ୍ତି କି? ଜାଣନ୍ତୁ, କ’ଣ କହୁଛି ସ୍ୱପ୍ନଶାସ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱପ୍ନଶାସ୍ତ୍ର ଅନୁସାରେ, ସ୍ୱପ୍ନ ଦେଖିବା ଏକ ସଂଯୋଗ ନୁହେଁ, ବରଂ ଅନେକ ସମୟରେ ଏହା ଭବିଷ୍ୟତ ଘଟଣାର ସଙ୍କେତ ଦେଇଥାଏ। ଶାସ୍ତ୍ର ଅନୁସାରେ, ଯେତେ ସବୁ ସ୍ୱପ୍ନ ମଣିଷ ଦେଖିଥାଏ, ସେଥିରୁ ଭବିଷ୍ୟତ ପାଇଁ କିଛି ନା କିଛି ସଙ୍କେତ ନିଶ୍ଚୟ ରହିଥାଏ। ଏଥିପାଇଁ ସ୍ୱପ୍ନକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ। ପୁରାଣରେ ମଧ୍ୟ ସ୍ୱପ୍ନରୁ ମିଳୁଥିବା ଭବିଷ୍ୟତର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଲେ, ଭବିଷ୍ୟତର କେଉଁ […]

girlfriend

girlfriend

Puspanjali Panda
  • Published: Saturday, 12 January 2019
  • Updated: 12 January 2019, 09:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱପ୍ନଶାସ୍ତ୍ର ଅନୁସାରେ, ସ୍ୱପ୍ନ ଦେଖିବା ଏକ ସଂଯୋଗ ନୁହେଁ, ବରଂ ଅନେକ ସମୟରେ ଏହା ଭବିଷ୍ୟତ ଘଟଣାର ସଙ୍କେତ ଦେଇଥାଏ। ଶାସ୍ତ୍ର ଅନୁସାରେ, ଯେତେ ସବୁ ସ୍ୱପ୍ନ ମଣିଷ ଦେଖିଥାଏ, ସେଥିରୁ ଭବିଷ୍ୟତ ପାଇଁ କିଛି ନା କିଛି ସଙ୍କେତ ନିଶ୍ଚୟ ରହିଥାଏ। ଏଥିପାଇଁ ସ୍ୱପ୍ନକୁ କେବେ ହେଲେ ଅଣଦେଖା କରନ୍ତୁ ନାହିଁ।

ପୁରାଣରେ ମଧ୍ୟ ସ୍ୱପ୍ନରୁ ମିଳୁଥିବା ଭବିଷ୍ୟତର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଲେ, ଭବିଷ୍ୟତର କେଉଁ ଘଟଣା ସମ୍ପର୍କରେ ସଙ୍କେତ ମିଳିଥାଏ, ସ୍ୱପ୍ନ ଶାସ୍ତ୍ରରେ ତାହା ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା, ସ୍ୱପ୍ନରେ ପ୍ରେମିକାଙ୍କୁ ଦେଖିଲେ ସ୍ୱପ୍ନଶାସ୍ତ୍ର ଅନୁସାରେ କ’ଣ ହୋଇଥାଏ।

ସ୍ୱପ୍ନଶାସ୍ତ୍ର ଅନୁସାରେ, ଯଦି କୌଣସି ପୁରୁଷ ସ୍ୱପ୍ନରେ ନିଜର ମନ ପସନ୍ଦର ଝିଅଙ୍କୁ ଦେଖିଥା'ନ୍ତି, ତେବେ ଏହାର ଅର୍ଥ ଭବିଷ୍ୟତରେ ସେ ଦୁହିଁଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି।

ସ୍ୱପ୍ନରେ ଯଦି ଆପଣଙ୍କ ପ୍ରେମିକା ଲାଲ୍‌ ରଙ୍ଗର୍‌ ଶାଢ଼ୀ ପିନ୍ଧି ଥିବା ଦେଖିବାକୁ ମିଳେ, ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ପ୍ରେମ ସଫଳ ହେବାର ସମ୍ଭାବନା ରହିଛି। ଏହା ସହିତ ଆପଣଙ୍କ ପ୍ରେମ ଖୁବ୍‌ ଗଭୀର ମଧ୍ୟ ହେବ।

ଯଦି ପ୍ରେମିକା ଲେହଙ୍ଗା ପିନ୍ଧିଥିବା ଆପଣ ସ୍ୱପ୍ନରେ ଦେଖୁଛନ୍ତି, ତେବେ ଏହି ସ୍ୱପ୍ନ ଆପଣଙ୍କୁ ସଙ୍କେତ ଦେଇଥାଏ ଯେ ଭବିଷ୍ୟତରେ ଆପଣ ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ।

ଅନେକ ଥର ସ୍ୱପ୍ନରେ ଆପଣ ନିଜ ପ୍ରେମିକାଙ୍କୁ ପୋଷା କୁକୁର, ଠେକୁଆ, ଶୁଆ କିମ୍ୱା ବିଲେଇ ସହ ଦେଖନ୍ତି। ଏହି ସ୍ୱପ୍ନ ସଙ୍କେତ ଦିଏ ଯେ, ଖୁବ୍‌ ଶୀଘ୍ର ଆପଣ ନିଜ ପ୍ରେମିକାଙ୍କ ସହ ଦେଖା କରିବାକୁ ଯାଉଛନ୍ତି।

ସ୍ୱପ୍ନଶାସ୍ତ୍ର ଅନୁସାରେ, ଯଦି ପ୍ରେମିକାଙ୍କୁ ମିଠା ଖାଉଥିବାର ଆପଣ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣ ଦୁହିଁଙ୍କ ଜୀବନ ପ୍ରେମରେ ହିଁ ଭରି ରହିବ।

ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ଚୁଡ଼ି ପିନ୍ଧୁଥିବାର ଦେଖୁଛନ୍ତି, ତେବେ ଏହା ଶୁଭ ବୋଲି କୁହାଯାଏ। ଏହି ସ୍ୱପ୍ନ ଆପଣଙ୍କ ଜୀବନରେ ଧନଲାଭର ସୂଚନା ଦେଇଥାଏ।

ସେହିପରି ଯଦି ଆପଣ ସ୍ୱପ୍ନରେ ପ୍ରେମିକାଙ୍କୁ ପରୀ ରୂପରେ ଦେଖୁଛନ୍ତି,ତେବେ ଜାଣିବେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆପଣଙ୍କୁ ବହୁତ ଶୀଘ୍ର ଧନ ପ୍ରାପ୍ତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story