ଆପଣଙ୍କ ଘର ଓ ଅଫିସ୍‌ ସମସ୍ୟା ଦୂର କରିବ ଫେଙ୍ଗ୍‌ ସୁଇ 'ଫୁ ଡଗ୍‌' !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ଆଖପାଖରେ ସକାରାତ୍ମକ ଓ ନକାରାତ୍ମକ ଦୁଇ ପ୍ରକାର ଶକ୍ତି ରହିଥାଏ। ଯଦି ଆପଣ ସକାରାତ୍ମକ ଶକ୍ତି ଘେରରେ ରହିଥାନ୍ତି, ତେବେ ଆପଣଙ୍କ ଜୀବନରେ ଉନ୍ନତି ହେବା ସହିତ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ କ୍ଷତି ପହଞ୍ଚାଇବା ସହିତ ଶାରୀରିକ ଓ ମାନସିକ ସ୍ତରରେ ଆପଣଙ୍କୁ ଦୁର୍ବଳ କରିଥାଏ। ତେବେ ସକାରାତ୍ମକ ଶକ୍ତିର ବାତାବରଣରେ ସର୍ବଦା ରହିବା ଆବଶ୍ୟକ ହୋଇଥାଏ। ଯଦି ଆପଣ ନିଜର ଆଖପାଖରେ […]

dog

dog

Puspanjali Panda
  • Published: Tuesday, 05 February 2019
  • Updated: 05 February 2019, 07:52 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ଆଖପାଖରେ ସକାରାତ୍ମକ ଓ ନକାରାତ୍ମକ ଦୁଇ ପ୍ରକାର ଶକ୍ତି ରହିଥାଏ। ଯଦି ଆପଣ ସକାରାତ୍ମକ ଶକ୍ତି ଘେରରେ ରହିଥାନ୍ତି, ତେବେ ଆପଣଙ୍କ ଜୀବନରେ ଉନ୍ନତି ହେବା ସହିତ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ।

କିନ୍ତୁ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ କ୍ଷତି ପହଞ୍ଚାଇବା ସହିତ ଶାରୀରିକ ଓ ମାନସିକ ସ୍ତରରେ ଆପଣଙ୍କୁ ଦୁର୍ବଳ କରିଥାଏ। ତେବେ ସକାରାତ୍ମକ ଶକ୍ତିର ବାତାବରଣରେ ସର୍ବଦା ରହିବା ଆବଶ୍ୟକ ହୋଇଥାଏ।

ଯଦି ଆପଣ ନିଜର ଆଖପାଖରେ ସକାରାତ୍ମକ ଶକ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି, ତେବେ କିଛି ଉପାୟ ଦ୍ୱାରା ଏପରି ଶକ୍ତିକୁ ଉତ୍ପନ୍ନ କରିପାରିବେ।
ବାସ୍ତୁଶାସ୍ତ୍ର ଅନୁସାରେ, ଚୀନ୍‌ର ଫେଙ୍ଗ-ସୁଇ ବିଦ୍ୟା ଦ୍ୱାରା ଆପଣ ନିଜ ଘର କିମ୍ୱା ଅଫିସ୍‌ ଆଖପାଖରେ ସକାରାତ୍ମକ ବାତାବରଣ ସୃଷ୍ଟି କରିପାରିବେ।

ଫେଙ୍ଗସୁଇରେ 'ଫୁ ଡଗ୍‌'ର ଏକ ମୂର୍ତ୍ତି ରହିଛି, ଯାହାକୁ ଉପଯୋଗ କରି ଆପଣ ନିଜ କାର୍ଯ୍ୟ ସିଦ୍ଧି କରିପାରିବେ। ଚୀନରେ ଏପରି ଅନେକ ପ୍ରଖ୍ୟାତ ସ୍ମାରକ ରହିଛି, ଯାହା ସମ୍ମୁଖରେ 'ଫୁ ଡଗ୍‌'ର ପ୍ରତିମା ସ୍ଥାପନ କରାଯାଇଛି। ଫୁ ଡଗ୍‌କୁ ଚିନୀ ପରମ୍ପରାର ନିର୍ବାହକ ବୋଲି କୁହାଯାଇଥାଏ। ଫେଙ୍ଗସୁଇ ଅନୁସାରେ ଏହି ପ୍ରତିମା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିଠାରୁ ଦୂରରେ ରଖିଥାନ୍ତି।

ଆପଣ ବି ନିଜ ଘର ମୁଖ୍ୟ ଦ୍ୱାରରେ ଫେଙ୍ଗସୁଇର 'ଫୁ ଡଗ୍‌' ପ୍ରତିମା ଲଗାଇପାରିବେ। ସାଧାରଣତଃ ଏହି ପ୍ରତିମା ବଜାରରେ ମେଟାଲ୍‌ର ମିଳିଥାଏ। କିନ୍ତୁ ଆପଣ ଚାହିଁଲେ ଏହାକୁ ଫାଇବର୍‌ କିମ୍ୱା କାଠରେ ମଧ୍ୟ ତିଆରି କରିପାରିବେ।

'ଫୁ ଡଗ୍‌'କୁ ପ୍ରହରୀ ଭାବରେ ଲଗାଯାଇଥାଏ। ଯିଏ ଘରକୁ ପ୍ରବେଶ କରୁଥିବା ଶକ୍ତି ଉପରେ ନଜର ରଖିଥାଏ। ଏଥିପାଇଁ ଏହି 'ଫୁ ଡଗ୍‌'କୁ ଗର୍ଜିୟାନ୍‌ ଲାୟନ୍‌ ମଧ୍ୟ କୁହାଯାଇଥାଏ। ଯଦି ଆପଣ ଏହି 'ଫୁ ଡଗ୍‌'କୁ ଦୋକାନ କିମ୍ୱା ଅଫିସ୍‌ କବାଟରେ ଟାଙ୍ଗିବେ ତେବେ ଆପଣଙ୍କ ବ୍ୟବସାୟରେ ଲାଭ ମଧ୍ୟ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story