ଘରେ ରଖନ୍ତୁ ମୟୂର ପର, ବଦଳିଯିବ ଭାଗ୍ୟ

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଆପଣ ମୟୂର ପର ଶୋଭା ପାଉଥିବାର ଦେଖିଥିବେ। ପ୍ରାଚୀନ କାଳରେ ମୟୂରର ପରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପର ରଖିବା ଦ୍ୱାରା ଘରର ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ପ୍ରବେଶ କରିପାରନ୍ତି ନାହିଁ। କେବଳ ଏତିକି ନୁହେଁ, ମୟୂର ପର ସହ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ।  ଏବେ ଆସନ୍ତୁ ଜାଣିବା, ଘରେ ମୟୂର ପର ରଖିଲେ କ’ଣ ଲାଭ […]

vvvvvvvvvvvv

vvvvvvvvvvvv

Chinmayee Roy
  • Published: Sunday, 23 September 2018
  • Updated: 23 September 2018, 01:27 AM IST

Sports

Latest News

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଆପଣ ମୟୂର ପର ଶୋଭା ପାଉଥିବାର ଦେଖିଥିବେ। ପ୍ରାଚୀନ କାଳରେ ମୟୂରର ପରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପର ରଖିବା ଦ୍ୱାରା ଘରର ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ପ୍ରବେଶ କରିପାରନ୍ତି ନାହିଁ। କେବଳ ଏତିକି ନୁହେଁ, ମୟୂର ପର ସହ ଧନର ଦେବୀ ମା' ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ। 

ଏବେ ଆସନ୍ତୁ ଜାଣିବା, ଘରେ ମୟୂର ପର ରଖିଲେ କ'ଣ ଲାଭ ହୋଇଥାଏ।

  • ମୟୂରର ପର ଘରର ଧନବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ଏହାକୁ ଘରର ଟଙ୍କା ବା ସୁନା ଗହଣା ରଖିବା ସ୍ଥାନରେ ରଖନ୍ତୁ। ଏହାକୁ ଆପଣ ଅଫିସ୍‌ରେ ମଧ୍ୟ ରଖିପାରିବେ।

  • ମୟୂର ପର ରଖିଲେ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ମୟୂର ପର ବେଶ୍ ପ୍ରଭାବଶାଳୀ। ତେଣୁ ଘରେ ମୟୁର ପର ରଖିବା ଦ୍ୱାରା ଏଥିରୁ ଶୁଭ ଫଳ ମିଳିଥାଏ।
  • କୁହାଯାଏ, ମୟୂର ପର ମସ୍ତକରେ ଧାରଣ କଲେ ବିଦ୍ୟା ଲାଭ ହୋଇଥାଏ।

  • ଶୋଇବା ଘରର ଅଗ୍ନି କୋଣରେ ମୟୂରର ଫଟୋ ଲଗାଇଲେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ। କିନ୍ତୁ ଧ୍ୟାନ ଦିଅନ୍ତୁ, ବେଡ୍‌ରୁମ୍‌ରେ ଯେପରି ମୟୂରର ଶୋ' ପିସ୍‌ ଅବା ମୟୂର ପର ଠିକ୍‌ ଦ୍ୱାରର ସାମ୍ନାରେ ରହିବ।
  • ମୟୂର ପରକୁ ଘରର ଏପରି ଜାଗାରେ ରଖନ୍ତୁ, ଯେଉଁଠି ସମସ୍ତଙ୍କ ନଜର ପଡ଼ୁଥିବ। ଏହାଦ୍ୱାରା ଘରକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ଚାଲିଯିବେ ଏବଂ ଘରର ମାହୋଲ ଶୁଦ୍ଧ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story