ଘରର ଏହି ସ୍ଥାନରେ ରଖନ୍ତୁ ପାଣିର ଚିତ୍ର, ଧନବୃଦ୍ଧି ହେବ

ଭୁବନେଶ୍ୱର: ଯେତେ ରୋଜଗାର କଲେ ଅଣ୍ଟୁନାହିଁ କି ଘରେ ସବୁବେଳେ ଧନର ଅଭାବ ରହୁଛି। ଯଦି ଆପଣଙ୍କ ପାଖରେ ଅବା ଘରେ ଟଙ୍କା ପଇସାର ଅଭାବ ଦେଖାଦେଉଛି, ତେବେ ଆଜି ଆମେ ଏହାର ସମାଧାନ ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ବତାଇବୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାଣି ବା ପାଣିର ଚିତ୍ରକୁ ସଠିକ୍‌ ସ୍ଥାନରେ ରଖିଲେ, ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପାଣିର ଶୋ’ପିସ୍‌ କିମ୍ବା ଫଟୋ ବାଲକୋନୀରେ ରଖନ୍ତୁ। ଏହାଦ୍ୱାରା ଘର ଉପରେ ଖରାପ […]

waterr

waterr

Chinmayee Roy
  • Published: Monday, 24 September 2018
  • Updated: 24 September 2018, 01:31 AM IST

Sports

Latest News

ଭୁବନେଶ୍ୱର: ଯେତେ ରୋଜଗାର କଲେ ଅଣ୍ଟୁନାହିଁ କି ଘରେ ସବୁବେଳେ ଧନର ଅଭାବ ରହୁଛି। ଯଦି ଆପଣଙ୍କ ପାଖରେ ଅବା ଘରେ ଟଙ୍କା ପଇସାର ଅଭାବ ଦେଖାଦେଉଛି, ତେବେ ଆଜି ଆମେ ଏହାର ସମାଧାନ ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ବତାଇବୁ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାଣି ବା ପାଣିର ଚିତ୍ରକୁ ସଠିକ୍‌ ସ୍ଥାନରେ ରଖିଲେ, ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

ପାଣିର ଶୋ’ପିସ୍‌ କିମ୍ବା ଫଟୋ ବାଲକୋନୀରେ ରଖନ୍ତୁ। ଏହାଦ୍ୱାରା ଘର ଉପରେ ଖରାପ ନଜର ପଡ଼ିବ ନାହିଁ କି ଘରକୁ କୌଣସି ପ୍ରକାର ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନହିଁ। ଏହା ଦ୍ୱାରା ଘରେ ଲାଗି ରହୁଥିବା ଆର୍ଥିକ ଅନଟନ ମଧ୍ୟ ଦୂର ହୋଇଯିବ।

ରୋଷେଇ ଘରେ ପାଣି ସମ୍ବନ୍ଧୀୟ ଜିନିଷ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ,ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି। ଘରର ସଦସ୍ୟଙ୍କ ଆୟ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ଓ  ଘରେ କଳି ଝଗଡ଼ା ଲାଗି ରହିଥାଏ।

ଯଦି ଆପଣଙ୍କ ଘରେ ବଗିଚା ଅଛି ଓ ସେଠି କୃତ୍ରିମ ଝରଣା ତିଆରି କରାଯାଇଛି ଅବା ଆପଣ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନ ରଖନ୍ତୁ, ଏହାକୁ ଘରର ଉତ୍ତର ଦିଗରେ କରାନ୍ତୁ। ଏପରି କଲେ ଘରର ସୁଖ, ଶାନ୍ତି ବଜାୟ ରହିବ। ଏହା ସହ ଝରଣାର ମୁହଁ ପୂର୍ବ ଓ ଦକ୍ଷିଣ-ପୂର୍ବକୁ କରନ୍ତୁ। ଘରର ଉତ୍ତର, ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଝରଣା ବା ପାଣିର ସ୍ରୋତ ସ୍ଥାପନ କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ଘଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story