୨୩ ଡିସେମ୍ବର ,ବୁଧବାର: ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ

ମେଷ:  ପାରିବାରିକ ଜୀବନରେ ଆଶାଜନକ ଫଳ ପ୍ରାପ୍ତିହେବ । କାରବାରରେ ସୁଧାର ଆସିବ। ବୃଷ:  ବନ୍ଧୁବାନ୍ଧବ ଆଗକୁ ବଢିବାରେ ସାହାଯ୍ୟ କରିବେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ମିଥୁନ:  କୌଣସି ନୂତନ କର୍ମ କରିବାକୁ ଚାହିଁଥିଲେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ କର୍କଟ:  ବ୍ୟବସାୟ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ସନ୍ତାନର ସଫଳତାକୁ ଦେଖି ଖୁସି ଅନୁଭବ କରିବେ। ସିଂହ:  କର୍ମ […]

RASI

RASI

Niharika Rout
  • Published: Wednesday, 23 December 2020
  • Updated: 23 December 2020, 08:05 AM IST

Sports

Latest News

ମେଷ:  ପାରିବାରିକ ଜୀବନରେ ଆଶାଜନକ ଫଳ ପ୍ରାପ୍ତିହେବ । କାରବାରରେ ସୁଧାର ଆସିବ।

ବୃଷ:  ବନ୍ଧୁବାନ୍ଧବ ଆଗକୁ ବଢିବାରେ ସାହାଯ୍ୟ କରିବେ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:  କୌଣସି ନୂତନ କର୍ମ କରିବାକୁ ଚାହିଁଥିଲେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ

କର୍କଟ:  ବ୍ୟବସାୟ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ । ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ସନ୍ତାନର ସଫଳତାକୁ ଦେଖି ଖୁସି ଅନୁଭବ କରିବେ।

ସିଂହ:  କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ମିଳିବ । ଭାଇ ଭଉଣୀଙ୍କ ସହ ମନୋମାଳିନ୍ୟ ଦୂର ହେବ। ଯେ କୌଣସି କାର୍ଯ୍ୟକୁ ସହଜରେ ସମାଧାନ କରିପାରିବେ।

କନ୍ୟା:   ଆର୍ଥିକ ସମସ୍ୟା ସମାଧାନ ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ

ତୁଳା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି।

ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ଧନୁ:  ଉଚ୍ଚ କର୍ତ୍ତୃପକ୍ଷଙ୍କର ସହାନୁଭୂତି ଲାଭ କରିବେ।  ଜୀବନକୁ ଉପଭୋଗ କରିବା ସହ ପ୍ରତିଯୋଗିତାରେ ସଫଳ ହେବେ।

ମକର: ବିବାହ ସ୍ଥିର ହୋଇପାରେ। ପରୋପକାର ସହ ଶତ୍ରୁ ଦମନ କରିବାରେ ସଫଳ ହେବେ।

କୁମ୍ଭ:  ମାନ-ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତି ଯୋଗ ରହିଛି।

ମୀନ:  ପଡ଼ୋଶୀମାନେ ଦୂରେଇ ଯିବା ସହ ସମ୍ପର୍କରେ ମନାନ୍ତର ଦେଖାଦେବ। ଜମିଜମା ସଂକ୍ରାନ୍ତୀୟ କାମରେ ଦ୍ୱନ୍ଦ ବୃଦ୍ଧି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story