ଘରେ ଓସ୍ତ ଗଛର ଛାଇ ପଡୁଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ବାସ୍ତୁ ବିଶାରଦଙ୍କଠାରୁ ଶୁଣିଥିବେ ଘରର ଆଖପାଖରେ ଗଛଲତା ରହିଲେ ଭଲ। ଏମିତି କେତେକ ଗଛ ଅଛି ଯାହା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିଠାରୁ ଦୂରେଇ ରଖିଥାଏ। ବାସ୍ତୁ ଓ ଜ୍ୟୋତିଷଙ୍କ ଅନୁସାରେ, ଏହାର ପ୍ରଭାବ ଘରର ସୁଖ ଓ ସମୃଦ୍ଧି ଉପରେ ପଡ଼ିଥାଏ। ତେବେ କିଛି ଗଛଲତା ରହିଛି ଯାହା ଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ସେହି ସବୁକୁ ଜାଣି ରଖିବା ନିହାତି ଆବଶ୍ୟକ। ସେହିପରି ଏକ ଗଛ ହେଉଛି […]

osta

osta

Puspanjali Panda
  • Published: Sunday, 10 March 2019
  • Updated: 10 March 2019, 07:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ବାସ୍ତୁ ବିଶାରଦଙ୍କଠାରୁ ଶୁଣିଥିବେ ଘରର ଆଖପାଖରେ ଗଛଲତା ରହିଲେ ଭଲ। ଏମିତି କେତେକ ଗଛ ଅଛି ଯାହା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିଠାରୁ ଦୂରେଇ ରଖିଥାଏ। ବାସ୍ତୁ ଓ ଜ୍ୟୋତିଷଙ୍କ ଅନୁସାରେ, ଏହାର ପ୍ରଭାବ ଘରର ସୁଖ ଓ ସମୃଦ୍ଧି ଉପରେ ପଡ଼ିଥାଏ।

ତେବେ କିଛି ଗଛଲତା ରହିଛି ଯାହା ଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ସେହି ସବୁକୁ ଜାଣି ରଖିବା ନିହାତି ଆବଶ୍ୟକ।
ସେହିପରି ଏକ ଗଛ ହେଉଛି ଅଶ୍ୱତ୍ଥ ଗଛ ବା ଓସ୍ତ ଗଛ। ଏହାକୁ ଘରେ ରଖିବା ଉଚିତ୍‌ ନୁହେଁ ବୋଲି ବାସ୍ତୁରେ କୁହାଯାଇଛି। ଏହା ଶୀତଳତା ଓ ଛାୟା ପ୍ରଦାନକାରୀ ଗଛ ହେବା ସହିତ ଏହି ଗଛରେ ସମସ୍ତ ଦେବଦେବୀ ବାସ କରିଥାଆନ୍ତି ବୋଲି ହିନ୍ଦୁଶାସ୍ତ୍ରରେ କୁହାଯାଇଛି।

ତେବେ ଆସନ୍ତୁ ଜାଣିବା, ଏହି ଗଛ ଘରେ ରହିଲେ କ’ଣ ସବୁ ଅସୁବିଧା ହୋଇଥାଏ।

୧. ଓସ୍ତ ଗଛ ଘର ଅଗଣା କିମ୍ୱା ବାଡ଼ିରେ ରହିଲେ, ଅଶୁଭ ଶକ୍ତିର ସଞ୍ଚାର ହୋଇଥାଏ। ଓସ୍ତ ଗଛକୁ ସର୍ବଦା ମନ୍ଦିର ପରିସରରେ ରଖିବା ଉଚିତ। ଏହାକୁ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ଉନ୍ନତି ହୋଇନଥାଏ।
୨.ଘର ବାହାରେ ଥିବା ଓସ୍ତ ଗଛର ଛାୟା ଯଦି ଘର ଉପରେ ପଡୁଥାଏ ତେବେ ପରିବାରର ବଂଶ ବୃଦ୍ଧିରେ ଅନେକ ବାଧା ସୃଟ ହୋଇଥାଏ।
୩. ଏହା ସହିତ ବୈବାହିକ ଜୀବନରେ ବାଧାବିଘ୍ନ ଦେଖା ଦେଇଥାଏ। ଯେଉଁ ଘର ଉପରେ ଓସ୍ତ ଗଛର ଛାୟା ପଡୁଥାଏ ସେହି ସ୍ଥାନ ନିର୍ଜୀବ ରୂପେ ପରିଣତ ହୋଇଯାଏ।

୪. ଘରେ ଯଦି ଓସ୍ତ ଗଛ ଉଠିଥାଏ ତେବେ ତାହାକୁ କାଟନ୍ତୁ ନାହିଁ। ଏପରି କଲେ, ପିତୃପୁରୁଷଙ୍କୁ କଷ୍ଟ ମିଳିଥାଏ।
ଏହାସହ ବଂଶବୃଦ୍ଧିରେ କ୍ଷତି ପହଞ୍ଚିଥାଏ।
୫.ଅନ୍ୟପକ୍ଷେ ଗଛ ଯଦି ଛୋଟ ହୋଇଥାଏ ତେବେ ପୂଜା କିମ୍ବା ଯଜ୍ଞ କରି ପବିତ୍ର କାର୍ଯ୍ୟ କରିବା ଲକ୍ଷ୍ୟରେ ଓସ୍ତ ଗଛ ଉଠାଇ ଅନ୍ୟ ସ୍ଥାନରେ ଲଗାନ୍ତୁ । ବଡ଼ ହୋଇଥିଲେ କାଟି ଦିଅନ୍ତୁ। ଏପରି କଲେ କୌଣସି ଦୋଷ ନ ଥାଏ ବୋଲି କୁହାଯାଏ।

୬. ହଁ, ମନେ ରଖନ୍ତୁ ! ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ।
୭. ଶାସ୍ତ୍ର ଅନୁଯାୟୀ, ଘରର ପୂର୍ବ ଦିଗରେ ଓସ୍ତ ଗଛ ରହିଥିଲେ ଭୟ ଓ ନିର୍ଦ୍ଧନ ହୋଇ ଥାଆନ୍ତି। ତେଣୁ ତାହାକୁ ବିଧିବିଧାନ ପୂର୍ବକ ପୂଜା କରି ଏକ କୁଣ୍ଡରେ ସ୍ଥାପନ କରି ମନ୍ଦିରରେ ରଖି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story