ରବିବାର ସୂର୍ଯ୍ୟପରାଗ; ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଓ କେତେବେଳେ ସରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର (ଜୁନ୍ ୨୧ରେ) ପଡ଼ୁଛି ସୂର୍ଯ୍ୟପରାଗ। ଏହା ଭାରତ ସମେତ ସମଗ୍ର ଓଡ଼ିଶାରେ ଦୃଶ୍ୟମାନ ହେବ। ଏହା ସେଦିନ ସକାଳ ୧୦ଟା ୩୮ ମିନିଟ୍ ୧୦ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ମିନିଟ୍ ୩୧ ସେକେଣ୍ଡରେ ଶେଷ ହେବ। ପରାଗର ମୋଟ ସମୟ ୩ ଘଣ୍ଟା ୩୧ ମିନିଟ୍ ୨୧ ସେକେଣ୍ଡ ରହିବ। ଜ୍ୟୋତିର୍ବିଦ୍ କାହ୍ନୁଚରଣ ମିଶ୍ରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ […]

78

78

Jitendra Garnayak
  • Published: Friday, 19 June 2020
  • Updated: 21 June 2020, 07:49 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର (ଜୁନ୍ ୨୧ରେ) ପଡ଼ୁଛି ସୂର୍ଯ୍ୟପରାଗ। ଏହା ଭାରତ ସମେତ ସମଗ୍ର ଓଡ଼ିଶାରେ ଦୃଶ୍ୟମାନ ହେବ। ଏହା ସେଦିନ ସକାଳ ୧୦ଟା ୩୮ ମିନିଟ୍ ୧୦ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ମିନିଟ୍ ୩୧ ସେକେଣ୍ଡରେ ଶେଷ ହେବ। ପରାଗର ମୋଟ ସମୟ ୩ ଘଣ୍ଟା ୩୧ ମିନିଟ୍ ୨୧ ସେକେଣ୍ଡ ରହିବ। ଜ୍ୟୋତିର୍ବିଦ୍ କାହ୍ନୁଚରଣ ମିଶ୍ରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂର୍ଯ୍ୟପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଶନିବାର ରାତି ୧୦ଟା ୩୮ ମିନିଟ୍‌ରୁ ତା’ପରଦିନ ଅପରାହ୍ନ ୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ପାକକର୍ମ, ଅନ୍ନଭୋଜନ ଓ ଦେବନୀତି ନିଷେଧ। ସର୍ବମୋକ୍ଷ ପରେ ସ୍ନାନ କରି ଦେବନୀତି ଓ ପାକକର୍ମ କରି ଅନ୍ନଭୋଜନ କରିପାରିବେ। ତେବେ ଛୋଟ ଛୁଆ, ରୋଗୀ, ବୃଦ୍ଧବୃଦ୍ଧା ଅନ୍ନଭୋଜନ ନିୟମ ଉଲ୍ଲଂଘନ କରିପାରିବେ। ସେମାନେ ଭୋଜନରେ କୁଶ ପକାଇ ରଖିବେ।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ମେଷ, ବୃଷ, ସିଂହ, ମକର, କୁମ୍ଭ ଓ ମୀନ ରାଶିର ଲୋକେ ପରାଗ ଦେଖିପାରିବେ। ଏହା ସେମାନଙ୍କୁ ଶୁଭ ଫଳ ପ୍ରଦାନ କରିବ। କିନ୍ତୁ ଅନ୍ୟ ବାକି ରାଶିର ଲୋକଙ୍କ ପାଇଁ ପରାଗ ଦର୍ଶନ ଅଶୁଭ ହେବ।

ଗର୍ଭଧାରୀ ନାରୀମାନେ ଉକ୍ତ ଦିନ ପରାଗ ନ ଦେଖି କୋଳରେ ଏକ ନଡ଼ିଆ ରଖି ଘର ଭିତରେ ରହି ଶ୍ରୀରାମ ନାମ ଜପ କରିବେ। ପରାଗ ଶେଷ ହେବା ପରେ ଉକ୍ତ ନଡ଼ିଆକୁ ବହି ଯାଉଥିବା ଜଳରେ ଭସାଇ ଦେବେ।

ଅନ୍ୟ ପକ୍ଷରେ ଏହି ସୂର୍ଯ୍ୟପରାଗ ନେଇ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ କ’ଣ ସୂଚନା ଦେଇଛନ୍ତି, ଶୁଣନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story