ଲକ୍ଷ୍ମୀଙ୍କ ଆଗମନକୁ ନେଇ ଏହି ପକ୍ଷୀ ଦିଏ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସଂପତ୍ତିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ତାଙ୍କ କୃପାଦୃଷ୍ଟି ପଡ଼ିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ। ତେବେ ମା’ ଲକ୍ଷ୍ମୀ ସମସ୍ତଙ୍କ ଘରେ ବିଜେ ହୁଅନ୍ତି ନାହିଁ। ତେଣୁ ଅନେକ ସମୟରେ ଦେଖାଯାଏ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ପୂଜାପାଠ କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କ ଆଗମନକୁ ନେଇ ପୂର୍ବରୁ ସୂଚନା ମିଳିଯାଏ। ଏକ ପକ୍ଷୀ ଏହି ସୂଚନା ଦେଇଥାଏ। ତେବେ ଅନେକ ଏହାକୁ ଜାଣିପାରନ୍ତି ନାହିଁ। […]

wallpaper2you_325147

wallpaper2you_325147

Biswobandita Swain
  • Published: Wednesday, 05 September 2018
  • Updated: 05 September 2018, 03:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସଂପତ୍ତିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ତାଙ୍କ କୃପାଦୃଷ୍ଟି ପଡ଼ିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ। ତେବେ ମା’ ଲକ୍ଷ୍ମୀ ସମସ୍ତଙ୍କ ଘରେ ବିଜେ ହୁଅନ୍ତି ନାହିଁ। ତେଣୁ ଅନେକ ସମୟରେ ଦେଖାଯାଏ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ପୂଜାପାଠ କରନ୍ତି।

ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କ ଆଗମନକୁ ନେଇ ପୂର୍ବରୁ ସୂଚନା ମିଳିଯାଏ। ଏକ ପକ୍ଷୀ ଏହି ସୂଚନା ଦେଇଥାଏ। ତେବେ ଅନେକ ଏହାକୁ ଜାଣିପାରନ୍ତି ନାହିଁ।

କୋଇଲି ଯଦି ଘର ଉପରେ ବସେ, ତା’ହେଲେ ଜାଣି ନିଅନ୍ତୁ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ। ସେହିପରି ଘରେ ଥିବା ବଗିଚାର କୌଣସି ଗଛ ଉପରେ ବସି କୋଇଲି ଯଦି ବାରମ୍ବାର ରାବ ଦିଏ, ତା’ହେଲେ ବି ଜାଣିବେ ଯେ ଆପଣଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ। ଏଥିସହ ଯଦି ଘରକୁ ଚୁଚୁନ୍ଦ୍ରା ମୂଷା ଆସୁଛନ୍ତି, ତେବେ ଜାଣିବେ ନିକଟ ଭବିଷ୍ୟତରେ ଆପଣଙ୍କୁ ଧନପ୍ରାପ୍ତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story