ଘରକୁ ଆକ୍ୱାରିୟମ୍‌ ଆଣୁଛନ୍ତି କି ? ଏହିସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ରରୁ ଆରମ୍ଭ କରି ଫେଙ୍ଗ୍ ସୁଇ ପର୍ଯ୍ୟନ୍ତ ସବୁଠି ମାଛ ଓ ଜଳରେ ବାସ କରୁଥିବା ଜୀବଙ୍କୁ ଶୁଭ ବୋଲି କୁହାଯାଇଛି।  ଏଥିପାଇଁ ଅନେକ ଲୋକ ଘରେ ଆକ୍ୱାରିୟମ୍‌ ରଖିବାକୁ ପସନ୍ଦ କରନ୍ତି। ଘରେ ଆକ୍ୱାରିୟମ୍ ରଖିବା ଶୁଭ, କିନ୍ତୁ ‘ଫେଙ୍ଗ୍ ସୁଇ’ ଅନୁସାରେ ଏନେଇ ଅନେକ ନୀତିନିୟମ ପାଳନ କରିବାକୁ ହୁଏ। ସେହି ନୀତିନିୟମକୁ ପାଳନ କଲେ ହିଁ ଆକ୍ୱାରିୟମ୍‌ରୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆକ୍ୱାରିୟମ୍ […]

fish1

fish1

Puspanjali Panda
  • Published: Saturday, 27 July 2019
  • Updated: 27 July 2019, 01:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ରରୁ ଆରମ୍ଭ କରି ଫେଙ୍ଗ୍ ସୁଇ ପର୍ଯ୍ୟନ୍ତ ସବୁଠି ମାଛ ଓ ଜଳରେ ବାସ କରୁଥିବା ଜୀବଙ୍କୁ ଶୁଭ ବୋଲି କୁହାଯାଇଛି।  ଏଥିପାଇଁ ଅନେକ ଲୋକ ଘରେ ଆକ୍ୱାରିୟମ୍‌ ରଖିବାକୁ ପସନ୍ଦ କରନ୍ତି।

ଘରେ ଆକ୍ୱାରିୟମ୍ ରଖିବା ଶୁଭ, କିନ୍ତୁ ‘ଫେଙ୍ଗ୍ ସୁଇ’ ଅନୁସାରେ ଏନେଇ ଅନେକ ନୀତିନିୟମ ପାଳନ କରିବାକୁ ହୁଏ। ସେହି ନୀତିନିୟମକୁ ପାଳନ କଲେ ହିଁ ଆକ୍ୱାରିୟମ୍‌ରୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଆକ୍ୱାରିୟମ୍ ନେଇ ’ଫେଙ୍ଗ୍ ସୁଇ’ରେ କ’ଣ ସବୁ ନିୟମ ରହିଛି।

୧. ଘରେ ଆକ୍ୱାରିୟମ୍‌ରେ ରଙ୍ଗୀନ୍‌ ମାଛ ରଖିଲେ ହିଁ ସୁଖସମୃଦ୍ଧି ବଜାୟ ରହିବା ସହିତ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ରଙ୍ଗୀନ୍‌ ମାଛ ନକାରାତ୍ମକ ଶକ୍ତିକୁ ନିଜ ଆଡ଼କୁ ଟାଣି ନେଇଥା’ନ୍ତି ଏବଂ ଆପଣଙ୍କ ଉପରେ କୌଣସି କଷ୍ଟ ପଡ଼ିବାକୁ ଦେଇ ନଥା’ନ୍ତି।

୨. ଆକ୍ୱାରିୟମ୍‌ରେ ମାଛ ପକାଇବା ସମୟରେ ସେମାନଙ୍କର ସଂଖ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆକ୍ୱାରିୟମ୍‌ରେ ୯ଟି ମାଛ ରଖନ୍ତୁ। ଆପଣ ଆକ୍ୱାରିୟମ୍‌ରେ ୮ଟି ରଙ୍ଗୀନ୍‌ ମାଛ ଓ ଗୋଟିଏ କଳା ମାଛ ରଖିପାରିବେ। ଏହା ଆପଣଙ୍କ ଘର ପାଇଁ ଶୁଭ ହୋଇଥାଏ ବୋଲି ‘ଫେଙ୍ଗ୍‌ ସୁଇ’ରେ କୁହାଯାଇଛି।

୩. ଯଦି ଆପଣ ଘରେ ଧନସମ୍ପତ୍ତି ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ଆକ୍ୱାରିୟମ୍‌କୁ ପୂର୍ବ, ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ମନେ ରଖନ୍ତୁ, ଆକ୍ୱାରିୟମ୍‌କୁ କେବେ ହେଲେ ଘରର ଦକ୍ଷିଣ ଦିଗ ଓ ବେଡ ରୁମ୍‌ର ମଝିରେ ରଖନ୍ତୁ ନାହିଁ।

୪. ‘ଫେଙ୍ଗ୍ ସୁଇ’ ଅନୁସାରେ ଆକ୍ୱାରିୟମ୍‌ରେ ରହୁଥିବା ମାଛମାନଙ୍କୁ ଆହାର ଦେଲେ ଗ୍ରହ ଦୋଷ ଦୂର ହୋଇଥାଏ।

୫. ‘ଫେଙ୍ଗ୍‌ ସୁଇ’ ଅନୁସାରେ ଘରେ ଥିବା ଆକ୍ୱାରିୟମ୍‌ ପାଖରେ ପ୍ରତ୍ୟେକ ଦିନ କିଛି ସମୟ ଅତିବାହିତ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମାନସିକ ଚିନ୍ତା ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story