ଘରେ ଅଯଥା ଅଶାନ୍ତି ହେଉଥିଲେ, ଏପରି କରନ୍ତୁ ପ୍ରତିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଅଯଥା କଳି ସୃଷ୍ଟି ହୋଇଥାଏ। ଆଉ ଏହି ଛୋଟ କଳି ବେଳେ ବେଳେ ଉଗ୍ର ରୂପ ନେଇ ବଡ଼ ଧରଣର ପାରିବାରିକ ଅଶାନ୍ତି ସୃଷ୍ଟି କରିଥାଏ। ଏପରି ହେବା ପଛରେ ବାସ୍ତୁ ଦୋଷ ପ୍ରମୁଖ କାରଣ ମଧ୍ୟ ହୋଇପାରେ। ତେବେ ଏଭଳି ଅଶାନ୍ତିର ପ୍ରତିକାର ପାଇଁ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଦେବୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଐଶାନ୍ୟ କୋଣର ବିଶେଷ […]

kali

kali

Chinmayee Roy
  • Published: Tuesday, 09 October 2018
  • Updated: 09 October 2018, 11:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଅଯଥା କଳି ସୃଷ୍ଟି ହୋଇଥାଏ। ଆଉ ଏହି ଛୋଟ କଳି ବେଳେ ବେଳେ ଉଗ୍ର ରୂପ ନେଇ ବଡ଼ ଧରଣର ପାରିବାରିକ ଅଶାନ୍ତି ସୃଷ୍ଟି କରିଥାଏ। ଏପରି ହେବା ପଛରେ ବାସ୍ତୁ ଦୋଷ ପ୍ରମୁଖ କାରଣ ମଧ୍ୟ ହୋଇପାରେ।

ତେବେ ଏଭଳି ଅଶାନ୍ତିର ପ୍ରତିକାର ପାଇଁ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଦେବୁ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଐଶାନ୍ୟ କୋଣର ବିଶେଷ ମହତ୍ୱ ରହିଛି। ଏହି ଦିଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିଗଟି ଉଠାଣି ଭଳି ହେବା ଉଚିତ୍‌ ନୁହେଁ। ଏଭଳି ହେଲେ, ପିତା ଓ ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିବାର ଆଶଙ୍କା ରହିଛି।

ଘରର ଉତ୍ତର-ପୂର୍ବ କୋଣରେ ଷ୍ଟୋର୍‌ ରୁମ୍‌ କରିବା ଉଚିତ୍‌ ନୁହେଁ। ଏଭଳି କଲେ, ଘରର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥାଏ।

ଘରର ଉତ୍ତର-ପୂର୍ବ କୋଣରେ ରୋଷେଇ ଘର କିମ୍ବା ଶୌଚାଳୟ ତିଆରି କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ତୀବ୍ର ହେବାର ଆଶଙ୍କା ଥାଏ।

ଐଶାନ୍ୟ କୋଣରେ ବିଜୁଳି ଉପକରଣ ରଖିବା ଦ୍ୱାରା ବାପା-ପୁଅଙ୍କ ମଧ୍ୟରେ ମତାନ୍ତର ଦେଖାଦିଏ। କୌଣସି ନା କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହେ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର-ପୂର୍ବ ଦିଗରେ ଅଳିଆ ଆବର୍ଜନା ବା ଡଷ୍ଟବିନ୍ ରଖିବା ଉଚିତ୍‌ ନୁହେଁ। ଏହା ଦ୍ୱାରା ପତି ଓ ପତ୍ନୀଙ୍କ ମଧ୍ୟରେ ଅଯଥା କଳି ଝଗଡ଼ା ହୋଇଥାଏ।

ଉପରୋକ୍ତ ବାସ୍ତୁ ଟିପ୍ସଗୁଡ଼ିକୁ ଆପଣାଇ ନିଜ ଘରେ ଆପଣ ନିଜେ ସୁଖ ଓ ଶାନ୍ତିର ପରିବେଶ ସୃଷ୍ଟି କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story