ଭଦ୍ରକ ରାହାଞ୍ଜରେ ଟ୍ରକ୍ ଦୁର୍ଘଟଣା ଘଟଣା: ଟ୍ରକ୍ ଡ୍ରାଇଭର ଶ୍ରୀକାକୁଲମ୍ ଜିଲ୍ଲାର କବିଟି ଥାନା ଅଞ୍ଚଳରୁ ଗିରଫ; ସାମ୍ୱାଦିକ ସମ୍ମିଳନୀରେ ଭଦ୍ରକ SDPO ଜଳଧର ଜାଲିଙ୍କ ସୂଚନା, ଦୁର୍ଘଟଣାରେ ୫ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।