ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୧୩ ରିଟାର୍ଡ ଅଫିସରଙ୍କୁ ଥଇଥାନ: ସପ୍ତାହେ ପୁରିଲାନି, ବିଜେଡି ସରକାରଙ୍କ ରଦ୍ଦ ‘ସଂକଳ୍ପ’ର ସର୍ତ୍ତାବଳୀରେ ଦେଲେ ପୁନଃନିଯୁକ୍ତି
ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ୧୩ଜଣ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଛି । ଏହି ୧୩ଜଣ ଅଫିସରଙ୍କ ମଧ୍ୟରୁ ୧୨ଜଣ ଅଫିସରଙ୍କୁ ଏକବର୍ଷ ପାଇଁ ପୁନଃନିଯୁକ୍ତି ମିଳିଥିବାବେଳେ ଜଣେ ଅଫିସରଙ୍କୁ ୨୦୨୫ ମେ’ ୨୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।
Politics
୧୦୦୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କୋରାପୁଟ ଜିଲ୍ଲାର ଅଭିଯୋଗକାରୀ ରମେଶ ଧଳ। ଗାଁରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟ କହିବା ପାଇଁ ଆଜି ସପତ୍ନୀକ ଆସିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି କୋରାପୁଟ ଏସ୍ପିଙ୍କୁ ତୁରନ୍ତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Politics
କଙ୍ଗନାଙ୍କୁ କଂଗ୍ରେସର ଚେତାବାନୀ: ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗ ନଚେତ...
କଂଗ୍ରେସର ହିମାଚଳ ପ୍ରଦେଶ ସରକାର ଋଣ କରୁଛନ୍ତି ଓ ସୋନିଆ ଗାନ୍ଧିଙ୍କୁ ଦେଉଛନ୍ତି ବୋଲି କଙ୍ଗନା ଅଭିଯୋଗ କରିଥିଲେ।
Politics
ତାଳଦଣ୍ଡା ଭଳି ନୂଆ ରୂପ ପାଇବ କି ପେଟାନାଳ ?
ଦୀର୍ଘଦିନ ହେବ ବନ୍ଦ ପଡିଛି ପେଟାନାଳ ପ୍ରକଳ୍ପ କାର୍ଯ୍ୟ। ପୁନରୁଦ୍ଧାର କାମ ଆରମ୍ଭ ହୋଇ କିଛିଦିନ ଭିତରେ ହଠାତ୍ ବନ୍ଦ ହୋଇଯାଇଛି ବହୁପ୍ରତିକ୍ଷିତ ପ୍ରକଳ୍ପ।
Politics
ନାଁ ନନେଇ ଅଶୋକ ପଣ୍ଡାଙ୍କ ଉପରେ ବର୍ଷିଲେ ବିରଞ୍ଚି ଓ ଅମରେଶ
ଭରତପୁର ଥାନା ମାମଲାରେ ରବିବାର ଅପରାହ୍ନରେ ‘ଶଙ୍ଖ ଭବନ’ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଓ କାଉନ୍ସିଲରମାନେ ଯୋଗଦେଇଥିଲେ।