ଆଠଗଡ଼: ହୁଳୁହୁଳା ପୋଲ ଉପରେ ୫ ଫୁଟ୍ର ବନ୍ୟା ପାଣି ପ୍ରବାହିତ ହେଉଛି; ସୋମପଡ଼ା ବଡ଼ ବନ୍ଧିଆଣି ରାସ୍ତା ଉପରେ ବି ୫ ଫୁଟର ପାଣି, ଉତ୍ତର ବାଙ୍କୀ ଓ ତିଗିରିଆର କିଛି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ, ଶହ ଶହ ଏକର ଜମି ଜଳମଗ୍ନ Edited By OdishaReporter Bureau | By Jitendra Garnayak On Aug 30, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।