ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ ଗୋଧିବସା ଅଞ୍ଚଳରେ ଟ୍ରକ୍‌ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ; ମାଲଗୋଦାମରେ ପଶି ୭୦ରୁ ଅଧିକ ଟ୍ରକ୍‌ କାଚ ଭାଙ୍ଗିଲେ ଲୋକେ, ଟ୍ରକ୍ ଆସୋସିଏସନ୍ କାର୍ଯ୍ୟାଳୟରେ ବି ପଶି ଭଙ୍ଗାରୁଜା