ଜଳେଶ୍ୱର: ଆଦିବାସୀଙ୍କ ଆନ୍ଦୋଳନ ଯୋଗୁଁ ଜଳେଶ୍ୱର ଷ୍ଟେସନରେ ସିକନ୍ଦରାବାଦ୍-ଗୌହାଟୀ ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ବସ୍ତାରେ ବାଘାଯତୀନ ଓ ଲୋକନାଥରେ ଖଡ଼ଗପୁର ଲୋକାଲ ଟ୍ରେନ୍‌ ଅଟକି ରହିଛି, ସ୍କୁଲ, କଲେଜରେ ଅଲଚିକି ଲିପିର ପ୍ରଚଳନ ପାଇଁ ଆଦିବାସୀମାନେ ଆନ୍ଦୋଳନ କରୁଛନ୍ତି