ବାଲେଶ୍ୱରରେ ଏମ୍ସ ସାଟେଲାଇଟ୍‌ ହସ୍ପିଟାଲ୍‌ ଭିତ୍ତିପ୍ରସ୍ତର ସ୍ଥାପନ କରି ଆୟୁଷ୍ମାନ ଭାରତ ସଂପର୍କିତ ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା: କହିଲେ- ଏହି ଯୋଜନାରେ ଜଣେ ହିତାଧିକାରୀ ଅନ୍ୟ ରାଜ୍ୟରେ ଚିକିତ୍ସିତ ହୋଇପାରିବେ, ଗ୍ରାମାଞ୍ଚଳ ସହ ସହରର ସବୁ ବର୍ଗ ଏଥିରେ ସାମିଲ ହୋଇପାରିବେ