ବ୍ରହ୍ମପୁର MKCGରୁ ଚୋରି ହୋଇଥିବା ନବଜାତ କନ୍ୟା ସନ୍ତାନକୁ ଗୋଳନ୍ଥରା ଥାନା କନିସି ଗାଁରୁ ରାତିରେ ଉଦ୍ଧାର କଲା ପୁଲିସ୍: ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା. କାଲି ପ୍ରସବ ପରେ ୱାର୍ଡ ଭିତରୁ ନବଜାତ ଚୋରି ହୋଇଥିଲା