ବାରିପଦା: ସାରସକଣାରେ ଥିବା ସ୍କୁଲ୍ ଛାତ୍ରାବାସରେ ୨ ଛାତ୍ରଙ୍କୁ ଆକ୍ରମଣ; ରାତିରେ ଶୌଚ ପାଇଁ ଉଠିଥିଲାବେଳେ ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଦୁଇ ଛାତ୍ର ବାରିପଦା ଡାକ୍ତରଖାନାରେ ଭର୍ତ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।