ବାରିପଦା: NH-୪୯ ବାଙ୍ଗିରିପୋଷି ଦୁଆରଶୁଣି ଘାଟିରୁ ୫୦ ଫୁଟ୍ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲପର ଗୁରୁତର, ମେଡିକାଲରେ ଭର୍ତ୍ତି, ଟ୍ରକ୍ଟି ପିଆଜ ନେଇ ନାସିକ୍କୁ କୋଲକାତା ଯାଉଥିଲା