ଭୁବନେଶ୍ୱର: ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଫଟୋ ଉଠା ପ୍ରସଙ୍ଗରେ ମୁହଁ ଖୋଲି ଚାଞ୍ଚଲ୍ୟକର ତଥ୍ୟ ରଖିଲେ ନିର୍ଯାତିତା ଛାତ୍ରୀ, କହିଲେ-ସମୀର ନାମକ ଛାତ୍ର ଅଶ୍ଳୀଳ ଫଟୋ ଉଠାଇଥିଲେ, ୨୦୧୬ରେ ଏକ ଘରୋଇ ଅନୁଷ୍ଠାନର ପିକନିକ୍ରୁ ଘଟିଥିଲା ଅଘଟଣ, ବାଥରୁମରେ ଗାଧୋଇବାର ଫଟୋ ଉଠାଇଥିଲେ ସମୀର

Malinga

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 03:23 PM IST

Related story