ସବୁ ତୃତୀୟ ମହଲାର ଇସାରାରେ ଚାଲିଛି, ଯିଏ ମୁଖିଆ ସିଏ ଦୋଷୀ, ଭୟଙ୍କର ଦୁର୍ନୀତି ଚାଲିଛି, ରାଜ୍ୟର ମେରୁଦଣ୍ଡ ଭାଙ୍ଗି ପଡ଼ିବ: ପ୍ରଭାତ ଦାସ, ନିଖିଳ ଓଡ଼ିଶା ଠିକାଦାର ମହାସଂଘର ସଭାପତି