ଭୁବନେଶ୍ୱର ଏୟାରପୋର୍ଟର ରନ୍‌ୱେ ନିକଟରେ ଜଣେ ସନ୍ଦିଗ୍ଧ ଯୁବକ ଠାବ: ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା; CISF ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କଲା, ଯୁବକଙ୍କ ଘର ସ୍ଥାନୀୟ ଡୁମୁଡୁମା ଅଞ୍ଚଳର