ଏୟାରପୋର୍ଟ ରନୱେକୁ ସନ୍ଦିଗ୍ଧ ଯୁବକ ପଶିଯିବା ଘଟଣା: ଅଟକ ସନ୍ଦିଗ୍ଧ ଯୁବକଙ୍କ ପରିଚୟ ଜାଣିଲା ପୋଲିସ; ଡୁମୁଡୁମା ଅଞ୍ଚଳର କ୍ରିଷ୍ଣା ରାଉତ, ବାପା ସତ୍ୟପ୍ରିୟ ରାଉତ, କ୍ରିଷ୍ଣାଙ୍କର ମାନସିକ ବିକୃତି ଥିବା ବାପା ସତ୍ୟପ୍ରିୟଙ୍କ ସୂଚନା