କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ଟ୍ରଷ୍ଟ ସହ ବୈଠକ: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା, ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲର ଭିତ୍ତିଭୂମି ବିକାଶ ହେବ, ଭୁବନେଶ୍ୱରରେ ଗ୍ରୀନ୍ ଫିଲ୍ଡ ଟାଟା ମେମୋରିଆଲ୍ ହସ୍ପିଟାଲ ହେବ, ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାର ୫୦% ଲେଖାଏଁ ଖର୍ଚ୍ଚ କରିବେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।