ଭୁବନେଶ୍ୱର: କୁଆଖାଇ ବ୍ରିଜ୍ ନିକଟରେ ଗାଧୋଇଲା ବେଳେ ଦୁଇ ଜଣ ଯୁବକ ନିଖୋଜ; ୬ଜଣ ଯୁବକ ଗାଧୋଇବାକୁ ଆସିଥିଲେ,ଦୁଇଜଣ ଜଣଙ୍କର ପତ୍ତା ମିଳୁନି, ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ