ଜବରଦଖଲ ଉଚ୍ଛେଦ ବେଳେ ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ଖଣ୍ଡଯୁଦ୍ଧ: ଇସ୍କନ ଅନୁଗାମୀ-ପୁଲିସ୍ ମଧ୍ୟରେ ଠେଲାପେଲା; ସମାଧିକୁ ଜଗି ବସିଥିବା ଇସ୍କନ ଅନୁଗାମୀଙ୍କୁ ବଳପୂର୍ବକ ଉଠାଇଲା ପୁଲିସ୍‌