ଗୁରୁପ୍ରିୟା ସେତୁକୁ ନକ୍ସଲଙ୍କ ବିରୋଧ ନେଇ ବୈଜୟନ୍ତ ପଣ୍ଡାଙ୍କ ନିନ୍ଦା: ଟ୍ୱିଟ୍ କରି କହିଲେ- ନକ୍ସଲମାନେ ପ୍ରକୃତ ବିଚାରଧାରାକୁ ବଜାୟ ରଖିଛନ୍ତି ନା ବିକାଶ ବିରୋଧୀ, ଦାଦାବଟିରେ ସଂପୃକ୍ତ ଥିବା ସନ୍ଦେହ ହେଉଛି