ଭୁବନେଶ୍ୱର: ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଲେ- ଡାକ୍ତର ଦ୍ୱିତୀୟ ଭଗବାନ, ଡାକ୍ତରୀ ପେସା ମିଶନ୍ ହେଉ, କମିଶନ୍ ନୁହେଁ