ଭୁବନେଶ୍ୱର: ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରୁ ନକଲି ସସ୍ କାରଖାନା ଠାବ, ଜଣେ ଅଟକ; କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି ଓ ସୋୟା ସସ୍