ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍ସ ବିଭାଗ, ସୁନାର ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା; ଦୁଇ ଅଟକ, କୁଆଲାଲୁମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା