ଭୁବନେଶ୍ୱର: ଅବପାତର ରୂପ ନେଲା ୱେଲ୍‌ମାର୍କ ଲୋ ପ୍ରେସର; ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା, ସାରା ରାଜ୍ୟରେ ପାଗ କୋହଲା ରହିବ ଓ ବର୍ଷା ହେବ