ଭୁବନେଶ୍ୱର: ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୋଟିଏ ଗୋଷ୍ଠୀ ଉପରକୁ ଅପର ଗୋଷ୍ଠୀର ଫାଙ୍କା ଗୁଳିମାଡ଼, ଘଟଣାସ୍ଥଳରେ ଉତ୍ତେଜନା