ଭୁବନେଶ୍ୱର: କଡ଼ା ସୁରକ୍ଷାରେ ବିଧାନସଭା ଆସିଲେ ବାଚସ୍ପତି; ଭାରତ ବନ୍ଦ ଦୃଷ୍ଟିରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବି ଚାହୁଁଥିଲା କଂଗ୍ରେସ, କଂଗ୍ରେସ ବିଧାୟକ ବିଧାନସଭା ନ ଆସିବାକୁ ନେଇଛନ୍ତି ନିଷ୍ପତ୍ତି