କୋଣାର୍କରେ ବନ୍ଦର ପ୍ରଭାବ; ଟିକେଟ୍ କାଉଣ୍ଟରରେ ତାଲା ପକାଇଲେ କଂଗ୍ରେସ କର୍ମୀ, ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରି ନପାରି ପର୍ଯ୍ୟଟକ ନିରାଶ