ବରିଷ୍ଠ ନେତା ଦାମ ରାଉତଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା: ଦାମଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ବୈଜୟନ୍ତଙ୍କ ପ୍ରଥମ ସାକ୍ଷାତ, ଦାମଙ୍କ ଘରେ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ