ଭବାନୀପାଟଣା: ନର୍ଲା ତୁଳାପଡ଼ାରେ ଗୋଷ୍ଠୀ ସଂଘର୍ଷ; ଦାଦନର ଶବକୁ ଗାଁରେ ପୂରାଇ ଦେଉନାହାନ୍ତି ଗୋଟିଏ ଗୋଷ୍ଠୀ, ନୂଆଁଖାଇ ଉପଲକ୍ଷେ ପୂଜାର୍ଚ୍ଚନା ଚାଲୁଥିବାରୁ ଶବକୁ ବିରୋଧ, ଗୁଜରାଟରେ ଦାଦନ ଖଟୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ଆଜି ଗୁଜରାଟରୁ ଶବକୁ ଗାଁକୁ ଅଣାଯାଇଥିଲା