ଭୁବନେଶ୍ୱର: ଡୁମୁଡୁମାରେ ଠିକାଦାରଙ୍କ ଘର ଉପରକୁ ପ୍ରାୟ ୨୦ରୁ ୨୫ ଯୁବକ ଆକ୍ରମଣ କରିଥିବା ଅଭିଯୋଗ; ଗାଡ଼ି ଚୁରମାର୍, ୨ ଯୁବକ ଗିରଫ, ୨ଟି କାର୍ ସହ ମାରଣାସ୍ତ୍ର ଜବତ