ଚିଲିକାରେ ସି ପ୍ଲେନ୍ ଅବତରଣ କରିବା ପ୍ରସଙ୍ଗ: ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ- ଚିଲିକାରେ ସି ପ୍ଲେନ୍ ଅବତରଣ କରିବା ସମ୍ବାଦ ଖବରକାଗଜରୁ ପଢ଼ିଲି, ଯଦି ଏପରି ହୋଇଥାଏ, ତା’ହେଲେ ଚିଲିକା ଜୈବ ବିବିଧତା ହରାଇବ