ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ିବା ଘଟଣା: ଏସ୍‌ପିଙ୍କ ଜରିଆରେ ଅରଖକୁଦା ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ପୁରୀ ସଚେତନ ନାଗରିକ ମଞ୍ଚ, ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ପାଇଁ ଦାବି