ରାଜଧାନୀରେ ଲଗାଣ ବର୍ଷାରେ ଭିଜିଲେ ହଜାର ହଜାର ଶିକ୍ଷକ: ମୌସୁମୀ ଅଧିବେଶନ ଶେଷ ଦିନରେ ଶିକ୍ଷକଙ୍କ ମହାସମାବେଶ; ଅଭିଜିତ ଆୟରଙ୍କ ପାଇଁ ବିଧାନସଭା କମ୍ପୁଥିଲେ ବି ଧାରଣାରେ ଦେଉଥିବା ଶିକ୍ଷକଙ୍କ ପାଇଁ ଚୁପ୍, ଅଭିଜିତଙ୍କ ପାଇଁ ସ୍ୱାଧିକାର, କିନ୍ତୁ ସେମାନଙ୍କ ଶିକ୍ଷକଙ୍କ ପାଇଁ କିଛି ନଥିବାରୁ କ୍ଷୋଭ ପ୍ରକାଶ କଲେ ଶିକ୍ଷକ