ଭୁବନେଶ୍ୱର ବିମାନ ବନ୍ଦରରେ ଆମିକସକ୍ୟୁରିଙ୍କ ସୂଚନା: କହିଲେ- ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଇଛି, ଭକ୍ତମାନଙ୍କ ପ୍ରତି ସେବାୟତଙ୍କ ଆଚରଣ ଭଲ ହେବା ଉଚିତ୍, ୩ ସପ୍ତାହ ପରେ ପୁଣି ଅନୁଧ୍ୟାନ କରିବାକୁ ଆସିବି