ନୟାଗଡ଼ ଦଶପଲ୍ଲାରେ ଅଗ୍ନିକାଣ୍ଡରେ ୫ ପରିବାର ସର୍ବସ୍ୱାନ୍ତ ହେବା ଘଟଣାକୁ ନେଇ ଟ୍ୱିଟ୍‌ କଲେ ବୈଜୟନ୍ତ ପଣ୍ଡା: କହିଲେ- ଅଗ୍ନିଶମ କର୍ମଚାରୀ ନ ଆସିବାରୁ ଘର ଜଳିଯାଇଥିବା ଅଭିଯୋଗ ଥିଲା, ଯଦି ଏ ଅଭିଯୋଗ ସତ ହୋଇଥାଏ କେବଳ ନିଲମ୍ବନ ନୁହେଁ, ସେମାନଙ୍କୁ ବହିଷ୍କାର କରାଯିବା ଦରକାର